ସରକାରୀ ଭାଙ୍ଗ ଦୋକାନରୁ ଗଞ୍ଜେଇ ଜବତ, ଦୋକାନୀ ଗିରଫ - NILACHALA SAMACHAR
Article Image

ସରକାରୀ ଭାଙ୍ଗ ଦୋକାନରୁ ଗଞ୍ଜେଇ ଜବତ, ଦୋକାନୀ ଗିରଫ

🗂 Crime | 🕒 18 Oct 2025, 12:10 IST


ପୁରୀ ଅଠରନଳା ଠାରେ ଥିବା ସରକାରୀ ସ୍ୱୀକୃତି ପ୍ରାପ୍ତ ଭାଙ୍ଗ ଦୋକାନରେ ଚଢ଼ାଉ କରି ସଦର ଥାନା ପୁଲିସ ଗଞ୍ଜେଇ ଜବତ କରିଛି l ଗଞ୍ଜେଇ ବିନା ଅନୁମତିରେ ବିକ୍ରୟ କରାଯାଉଥିବା ନେଇ ପୁଲିସ ଚଢ଼ାଉ କରି ୫୦୦ ଗ୍ରାମ ଗଞ୍ଜା ଜବତ କରିବା ସହ ଏକ ମୋବାଇଲ ଫୋନ ଏବଂ ୧୬୩୦ ଟଙ୍କା ଜବତ କରାଯାଇଛି l ଦୋକାନୀ ଗୋପୀନାପୁରର ମନୋଜ ମହାପାତ୍ର ୬୬କୁ ଗିରଫ କରାଯାଇଛି l ୬୨୮/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: