ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜବାବ ତଲବ - NILACHALA SAMACHAR
Article Image

ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜବାବ ତଲବ

🗂 Art & Culture | 🕒 04 May 2025, 19:59 IST


ପୁରୀ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜବାବ ତଲବ । ଦୀଘା ମନ୍ଦିରକୁ ଦାରୁ ଯିବା ନେଇ ବିବାଦୀୟ ବୟାନ ପ୍ରସଙ୍ଗ । କୈଫିୟତ ମାଗିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ୭ ଦିନ ଭିତରେ ଉତ୍ତର ନରଖିଲେ କାର୍ଯ୍ୟାନୁଷ୍ଠାନ

#Puri # nilachal samachar #

💬 Leave a Comment

🗨️ Approved Comments

No comments yet.

🔗 Share this article: