🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଶ୍ରୀମନ୍ଦିରରେ ପୁଣି ହିଡେନ୍କ୍ୟା କ୍ୟାମେରା। - NILACHALA SAMACHAR
Article Image

ଶ୍ରୀମନ୍ଦିରରେ ପୁଣି ହିଡେନ୍କ୍ୟା କ୍ୟାମେରା।

🗂 Local | 🕒 20 Nov 2025, 14:43 IST


ପୁରୀ ପୁଣି ଶ୍ରୀମନ୍ଦିରରେ ଚଷମା ଯୁକ୍ତ ହିଡେନ୍ କ୍ୟାମେରା। ଏଭଳି ଚଷମା ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ଭକ୍ତ। ପତିତପାବନଙ୍କ ଭିଜୁଆଲ ହିଡେନ୍ କ୍ୟାମେରାରେ ରେକର୍ଡ କରିଥିବା ଅନୁମାନ କରାଯାଉଛି। ସେ ସିଂହଦ୍ବାର ବାଟରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ପୋଲିସ ଉପସ୍ଥିତିରେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ସେ ମନ୍ଦିର ଭିତରକୁ ଯାଇଥିଲେ। ପରେ ପୋଲିସ ପଛରେ ଯାଇ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିଥିବା ସୂଚନା ମିଳିଛି।


💬 Leave a Comment

🗨️ Approved Comments

No comments yet.

🔗 Share this article: