🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପୁରୀରେ କଡ଼ା ସୁରକ୍ଷା - NILACHALA SAMACHAR
Article Image

ପୁରୀରେ କଡ଼ା ସୁରକ୍ଷା

🗂 Local | 🕒 09 May 2025, 14:17 IST


ପୁରୀରେ ପୋଲିସ ପକ୍ଷରୁ ରାତିରେ କଡ଼ାକଡ଼ି ଯାଞ୍ଚ ହୋଇଥିଲା। ଶ୍ରୀମନ୍ଦିର ସୁରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା। ସ୍ଵତନ୍ତ୍ର ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି ।

💬 Leave a Comment

🗨️ Approved Comments

No comments yet.

🔗 Share this article: