🗂 Local | 🕒 26 Dec 2025, 03:19 IST
ପୁରୀ, ୨୫/୧୨ : ସମୁଦ୍ରରେ ଭାସି ଆସିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି l କେଉଁଠୁ ଓ କିପରି ଏଠାକୁ ଅସିଲା ତାହା ଜଣା ପଡ଼ିନାହିଁ l କିଛି ପର୍ଯ୍ୟଟକ ସମୁଦ୍ର ରେ ସ୍ନାନ କରୁଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ଭାସୁଥିବା ର ଦେଖିବାକୁ ପାଇଥିଲେ l ପର୍ଯ୍ୟଟକ ମାନେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ପାଣିରୁ ବାହାରକୁ ଆଣିଥିଲେ l ତେବେ ମହାପ୍ରଭୁ ଙ୍କ ପ୍ରତିମୂର୍ତ୍ତି କିପରି ସମୁଦ୍ର ରେ ଅସିଲା ତାହା ସ୍ପଷ୍ଟ ହୋଇନାହିଁ l
No comments yet.