🗂 Local | 🕒 16 Jan 2026, 23:45 IST
ପୁରୀ, ୧୬/୧ : ବଡଦାଣ୍ଡରେ ଯାଉଥିବା ଉଚ୍ଚ ଶବ୍ଦକାରୀ ଡିଜେ ସାଉଣ୍ଡକୁ ଜବତ କରିଛି ଟାଉନ ଥାନା ପୁଲିସ l ଆଇନ ଅନୁଯାୟୀ ଉଚ୍ଚ ଶବ୍ଦକାରୀ ଡିଜେ ସାଉଣ୍ଡ କଟକଣା ରହିଛି l ଏହି ସାଉଣ୍ଡକୁ ଆଇନ ଅନୁସାରେ ଟାଉନ ଥାନା ପୁଲିସ ଜବତ କରି ମାମଲା ରୁଜୁ କରିଛି l
No comments yet.