🗂 Local | 🕒 28 Feb 2026, 19:55 IST
ପୁରୀ ୨୮/୨: ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ ଗୋବିନ୍ଦ ଦ୍ବାଦଶୀ ସ୍ନାନ। ମହୋଦଧୀରେ ସାନ୍ନ କରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଅନନ୍ତ କୋଟି ପୂର୍ଣ୍ଣ୍ୟ ପାଭ କଲେ ଭକ୍ତ ଓ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ସମ୍ମୁଖରୁ ବିରାଟ ଏକ ଶୋଭାଯାତ୍ରାରେ ସାଧୁ ସନ୍ୟାସୀ ଓ ଭକ୍ତଗଣ ବାଲିସାହି ହୋଇ ପହଞ୍ଚିଥିଲେ। ସ୍ବର୍ଗଦ୍ବାର ନାରାୟଣ ଘାଟରେ। ମାହେନ୍ଦ୍ର ସମୟ ଦିନ ୧୦ଟା ୧୮ରେ ଅଲଭ୍ୟ ସ୍ନାନ ସମ୍ପନ୍ନ ହୋଇଥିଲା।
No comments yet.