ଶ୍ରୀମନ୍ଦିର ର ଜେଟିପି କର୍ମଚାରୀ ମୋବାଇଲ ର ଲୁଡୁ ଖେଳ ରେ ମତୱାଲା - NILACHALA SAMACHAR
Article Image

ଶ୍ରୀମନ୍ଦିର ର ଜେଟିପି କର୍ମଚାରୀ ମୋବାଇଲ ର ଲୁଡୁ ଖେଳ ରେ ମତୱାଲା

🗂 Local | 🕒 02 Mar 2026, 11:07 IST



ପୁରୀ ୨/୩ : ଶ୍ରୀମନ୍ଦିର ର ସୁରକ୍ଷା ବିପର୍ଯ୍ୟସ୍ତ । ଲୁଡୁ ଖେଳ ରେ ମତୱାଲା ଜେଟିପି କର୍ମଚାରୀ ।ଜେଟିପି ରକ୍ଷକ ମୋବାଇଲ ର ଲୁଡୁ ଖେଳ ରେ ମସଗୁଲ । ସୂଚନାଯୋଗ୍ୟ କି ରବିବାର ଛୁଟି ଦିନ ରେ ଭକ୍ତଙ୍କ ଜନଗହଳି ବେଶ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏଠି ନିଜ ର କର୍ତ୍ତବ୍ୟ ପାଳନ ରେ ଅବହେଳା କରିଛନ୍ତି ଖୋଦ ଜେଟିପି ଉତ୍ତର ଦ୍ୱାର ନିୟୋଜିତ ଥିବା କର୍ମଚାରୀ । ଏହି ଫୋଟୋ ଶ୍ରୀମନ୍ଦିର ର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଆଗାମୀ ଦିନରେ ଏହି ଭଳି ସୁରକ୍ଷା ବ୍ୟବସ୍ଥା ଢିଲା ପରିଲକ୍ଷିତ ହୁଏ ତେବେ ଶ୍ରୀମନ୍ଦିର କେତେ ସୁରକ୍ଷିତ ଏହି ବୋଲି ମିଶ୍ରିତ ପ୍ରତିକ୍ରିୟା ପୁରୀ ସହରରେ ପ୍ରକାଶ ପାଇଛି ।

💬 Leave a Comment

🗨️ Approved Comments

No comments yet.

🔗 Share this article: