🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଦେଢ଼ ଲକ୍ଷ ଟଙ୍କାର ଧଳାଜହର ଜବତ, - NILACHALA SAMACHAR
Article Image

ଦେଢ଼ ଲକ୍ଷ ଟଙ୍କାର ଧଳାଜହର ଜବତ,

🗂 Crime | 🕒 09 Mar 2026, 00:47 IST

ପୁରୀ ୮/୩: ଦେଢ଼ ଲକ୍ଷ ଟଙ୍କାର ଧଳାଜହର ଜବତ, ତିନି ଅଭିଯୁକ୍ତ ଗିରଫ, ଜଣେ ଫେରାର, ସଦର ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ତିନିଜଣ ଅଭିଯୁକ୍ତ ହେଉଛନ୍ତି ହରିପ୍ରସାଦ ମହାପାତ୍ର, ସଞ୍ଜିତା ସାହୁ, ବିଜୟ ମହାପାତ୍ର, ଅଭିଯୁକ୍ତଙ୍କ ଠାରୁ ୧୦.୫୨ ଗ୍ରାମ ବ୍ରାଉନ ସୁଗାର, ତିନୋଟି ମୋବାଇଲ ଫୋନ୍ ସହିତ ଗୋଟିଏ ବୁଲେଟ ଜବତ କରିଛି ପୋଲିସ

💬 Leave a Comment

🗨️ Approved Comments

No comments yet.

🔗 Share this article: