🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପୁଣି ବୋମା ଭୟ, ପୁରୀ କୋର୍ଟକୁ ଆସିଲା ଧମକପୂର୍ଣ୍ଣ ମେଲ୍‌ - NILACHALA SAMACHAR
Article Image

ପୁଣି ବୋମା ଭୟ, ପୁରୀ କୋର୍ଟକୁ ଆସିଲା ଧମକପୂର୍ଣ୍ଣ ମେଲ୍‌

🗂 Local | 🕒 09 Mar 2026, 13:23 IST

ପୁରୀ ୯/୩ : କୋର୍ଟକୁ ପୁଣି ବୋମା ଧମକ । ଆଜି(ସୋମବାର) ପୁରୀ କୋର୍ଟକୁ ଉଡାଇ ଦେବାକୁ ଧମକପୂର୍ଣ୍ଣ ମେଲ୍‌ ଆସିଛି । ଅଜଣା ମେଲ୍ ଆଇଡିକୁ ନେଇ ପୋଲିସ ଅଧିକ ତର୍ଜମା କରୁଥିବା ବେଳେ କୋର୍ଟ ପରିସରରେ ସଶସ୍ତ୍ର ପୋଲିସ ଓ ବମ୍ ସ୍କ୍ୱାଡ ପହଞ୍ଚି ସର୍ଚ୍ଚ ଆରମ୍ଭ କରିଛି । ପୁଣି ବୋମା ଧମକ ପରେ କୋର୍ଟ ପରିସରରେ ଭୟର ବାତାବରଣ ଖେଳି ଯାଇଛି । ତେବେ ପୂର୍ବରୁ ଗତ ଫେବୃଆରୀ 06ରେ ବୋମା ଥିବା ନେଇ ଧମକପୂର୍ଣ୍ଣ ମେଲ୍‌ ମିଳିଥିଲା ।

💬 Leave a Comment

🗨️ Approved Comments

No comments yet.

🔗 Share this article: