🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଡକାୟତି ଯୋଜନା ପଣ୍ଡ, ୬ ଗିରଫ - NILACHALA SAMACHAR
Article Image

ଡକାୟତି ଯୋଜନା ପଣ୍ଡ, ୬ ଗିରଫ

🗂 Crime | 🕒 15 Mar 2026, 02:13 IST


ପୁରୀ, ୧୪/୩ : ବାସେଳୀ ସାହି ଥାନା ପୁଲିସ ଏକ ଡକାୟତି ଯୋଜନା ପଣ୍ଡ କରିବା ସହ ୬ଜଣଙ୍କୁ ଗିରଫ କରିଛି। ମଶାଣିଚଣ୍ଡୀ ମନ୍ଦିର ପଛପଟେ ଡକାୟତି ପାଇଁ ଅଭିଯୁକ୍ତ ମାନେ ଯୋଜନା l ଅଭିଯୁକ୍ତ ମାନଙ୍କ ନିକଟରୁ ୪ଟି ଖଣ୍ଡା, ଲୁହାରଡ୍, ଛୁରୀ, ଦୁଇଟି ଜୀବନ୍ତ ଵୋମା, ୫ଟି ଖାଲି ବିଅର ବୋତଲ୍ ଏବଂ ଗୋଟିଏ ଡିଆସିଲି ଜବତ କରାଯାଇଛି l ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥ ବସ୍ତି ପଣ୍ଡା ବଗିଚା ନିକଟର ମୁନା ଓରଫ ମନୋଜ ପଣ୍ଡା ୨୫, ମାର୍କଣ୍ଡେଶ୍ୱର ସାହି ହରିଜନ ବସ୍ତିର ପିଣ୍ଟୁ ନାୟକ ୩୨, ଜଗନ୍ନାଥ ବସ୍ତିର ଜଦା ବେହେରା ୩୨, ମିଶ୍ର ନୋଳିଆ ସାହିର ପ୍ରେମା ଓରଫ ପ୍ରେମନାଥ ବେହେରା ଓରଫ ନାଏକ ୩୨,ଛୋଟୁ ଓରଫ ଦୀପକ ବେହେରା ୩୧ ଓ ଥାନପତି ଲେନର ସଞ୍ଜୟ ଦାସ ୪୧ ।

💬 Leave a Comment

🗨️ Approved Comments

No comments yet.

🔗 Share this article: