🗂 Crime | 🕒 13 May 2025, 01:55 IST
ପୁରୀ ମେରାଇନା ଡ୍ରାଇଭ ରୋଡ ନାରାୟଣୀ. ମନ୍ଦିର ଛକ ନିକଟରେ ମୋବାଇଲ ଲୁଟ କରିବା ଅଭିଯୋଗରେ ସଦର ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ସଦର ଥାନା ଅନ୍ତର୍ଗତ ବାଲିଘାଇ ଅଂଚଳର ରାଜୁ ଓରଫ ପବିତ୍ର ବେହେରା 30 l ଅଭିଯୁକ୍ତ ନିକଟରୁ 4ଟି ମୋବାଇଲ ଓ ବାଇକ ଜବତ କରାଯାଇଛି l ଅଭିଯୁକ୍ତ ମେରାଇନ ଡ୍ରାଇଭ ରାସ୍ତାରେ ବିଭିନ୍ନ ସମୟରେ ପର୍ଯ୍ୟଟକ ଓ ପଥଚାରୀଙ୍କ ନିକଟରୁ ମୋବାଇଲ ଲୁଟ କରୁଥିବା ନେଇ ଅଭିଯୋଗ ହୋଇଥିଲା l ପରେ ସଦଥାନା ପୁଲିସ ଅନୁସନ୍ଧାନ କରି ଅଭିଯୁକ୍କୁ ଗିରଫ କରି ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରିଥିଲା l
No comments yet.