🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
୭ ଡକାୟତ ଗିରଫ : ଖଣ୍ଡା, ଲୁହା ରଡ, ବୋମା ଜବତ - NILACHALA SAMACHAR
Article Image

୭ ଡକାୟତ ଗିରଫ : ଖଣ୍ଡା, ଲୁହା ରଡ, ବୋମା ଜବତ

🗂 Crime | 🕒 23 Mar 2026, 11:03 IST

ପୁରୀ ୨୩/୩ : ଡକାୟତ ପାଇଁ ଯୋଜନା ପ୍ରସ୍ତୁତି ଓ ଉଦ୍ୟମ ଅଭିଯୋଗରେ ବସେଳି ସାହି ଥାନା ରବିବାର ସାତ ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ କାଲି ବିଳମ୍ବିତ ରାତିରେ ଅପରାଧୀ ମାନେ ସ୍ଥାନୀୟ ମଶାଣି ଚଣ୍ଡୀ ଛଳ ହରିଜନ ସାହି ଥିବା ଜନସ୍ବାସ୍ଥ୍ୟ ବିଭାଗ ପାଣି ପଛ ପଟେ ପୂବା ଏକ ପରିତ୍ୟକ୍ତ ଏକତ୍ରିତ ହୋଇ ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା ପ୍ରସ୍ତୁତ ଜରୁ ଥିଲେ। ବାହି ନିକଟରେ । ପାଣି ଟାଙ୍କି


ବିଶେଷ ସୂତ୍ରରୁ ଖବର ପୋଲିସ ର ଅତର୍କିତ ଭାବେ ଚଢ଼ାଇ ସେଠାରେ । ଚଢାଉ ବେଳେ ଅପରାଧା ମାନେ ପୋଲିସ ହାତରେ ଧରା ପଡ଼ି ପଢ଼ି ଥିଲେ | ଗିରଫ । । ଅଭିଯୁକ୍ତ ମାନେ ହେଲେ ବାସେଲି ସାହି ଥାନା ଅଧାନ ଗୋଖା ସାହିର ସୁବାସ ବେହେରା(୪୮), ମିଶ୍ର ନୋଳିଆ ସାହିର ସନ୍ଧୁ ଓରଫ ମହେଶ୍ଵର ବେହେରା(୩୮), ବାବୁନା ଭୋଭଓରଫ ପିଣ୍ଡୁ (୨୧), ଗେଜା ଓରଫ ଶମ୍ଭୁ ଦାସ (୨୬), ମିଶ୍ର ନୋଳିଆ ସାହି ର ସିବୁନା ନାଯକ ଓରଫ


ଭଣ୍ଡୁ (୨୩), ହରିଜନ ଜନ ବସ୍ତିର ଖଗା ନାଯଳ(୩୫) ଓ ଜଗନ୍ନାଥ ବସ୍ତିର ପିନୁ ଓରଫ ପିନାକୀ ବରାଳ (୨୯) । ଅଭିଯୁକ୍ତଙ୍କ ଠାରୁ ପୋଲିସ ୨ ଗୋଟି ଖଣ୍ଡା, ୨ ଗୋଟି ଲୁହା ରଡ, ୧ ଗୋଟି ଟି ଜୀବନ୍ତ ବୋମା, ୫ ଗୋଟି ଖାଲି ବିଅର ବୋତଲ, ୧ ଗୋଟି ଟି ଦିଆସିଲ ପ୍ୟାକେଟ ଜବତ କରି ପୋଲିସ ନିଜ ଆଡୁ ଏକ ମାମଳା ରଖୁଛି ରୁଜୁ କରି ତଦନ୍ତ କହିଛନ୍ତି

💬 Leave a Comment

🗨️ Approved Comments

No comments yet.

🔗 Share this article: