🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ପୁରୀ ବାର ଆସୋସିଏସନ ନିର୍ବାଚନ: ପ୍ରେମାନନ୍ଦ ସଭାପତି ଭାବେ ନିର୍ବାଚିତ - NILACHALA SAMACHAR
Article Image

ପୁରୀ ବାର ଆସୋସିଏସନ ନିର୍ବାଚନ: ପ୍ରେମାନନ୍ଦ ସଭାପତି ଭାବେ ନିର୍ବାଚିତ

🗂 Local | 🕒 29 Mar 2026, 18:36 IST

ପୁରୀ ୨9/୩ : ପୁରୀ ବାର୍ ଆସୋସିଏସନକୁ ମିଳିଲା ୨୦୨୬ ବର୍ଷ ପାଇଁ ନୂଆ ନେତୃତ୍ୱ। ପଞ୍ଚମ ଥର ପାଇଁ ସଭାପତି ହେଲେ ପ୍ରେମାନନ୍ଦ ମହାନ୍ତି । ଲଗାତାର ଦ୍ୱିତୀୟ ଥର ପାଇଁ ସମ୍ପାଦକ ନିର୍ବାଚିତ ହୋଇଛନ୍ତି ଶରତ ରାଇଗୁରୁ। 

💬 Leave a Comment

🗨️ Approved Comments

No comments yet.

🔗 Share this article: