🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ମା’ଙ୍କ ଅଭିଯୋଗ- ମାରି ଝୁଲେଇ ଦେଲେ - NILACHALA SAMACHAR
Article Image

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ମା’ଙ୍କ ଅଭିଯୋଗ- ମାରି ଝୁଲେଇ ଦେଲେ

🗂 Local | 🕒 30 Mar 2026, 02:10 IST

ପୁରୀ ୨୯/୩ : ବାଙ୍ଗର ଜେଲରେ ଜଣେ କଏଦୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ କଏଦୀ ହେଉଛନ୍ତି ସାକ୍ଷୀଗୋପାଳ ଡାହାଣ କୁମ୍ଭାରପଡାର ଦିପ୍ତୀରଞ୍ଜନ ସ୍ୱାଇଁ। ଦିପ୍ତୀରଂଜନଙ୍କ ମା’ କହିଛନ୍ତି ଯେ ତାଙ୍କ ପୁଅକୁ ପିଟି ପିଟି ମାରି ଦିଆଯାଇଛି।




💬 Leave a Comment

🗨️ Approved Comments

No comments yet.

🔗 Share this article: