🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ୪ ଜଣ ଆହତ ହୋଇଛନ୍ତି। - NILACHALA SAMACHAR
Article Image

ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ୪ ଜଣ ଆହତ ହୋଇଛନ୍ତି।

🗂 Local | 🕒 31 Mar 2026, 20:34 IST

ପୁରୀ ୩୧/୩ : ଫାଟିଲା ଗ୍ୟାସ ୱେଲ୍ଡିଂ ସିଲିଣ୍ଡର ।ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ ଗୁରୁତର ଅଛନ୍ତି । ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ଖାକିମଠ ନୂଆ ସାହି ଗଳି ମୁଣ୍ଡରେ ଘଟିଛି ଘଟଣା।ଆହତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଗୁରୁତର ଆହତ ହେଉଛନ୍ତି ଗୌଡବାଡ ସାହିର ସୁଦାମ ମଣ୍ଡଳ।ଅନ୍ୟ ଆହତ ହେଉଛନ୍ତି ଜାନକୀ ବଲ୍ଲଭ ବିଶୋଇ  , ସାକ୍ଷୀଗୋପାଳ ଟିକିବିଲ ସାହିର ସୁଧୀର କୁମାର ସାହୁ।ଖବର ପାଇଁ କୁମ୍ଭାରପଡ଼ା ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: