🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ଏନ୍ଫୋର୍ସମେଣ୍ଟ ଏବଂ ଆୱାରନେସ କାର୍ଯ୍ୟକ୍ରମ - NILACHALA SAMACHAR
Article Image

ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ଏନ୍ଫୋର୍ସମେଣ୍ଟ ଏବଂ ଆୱାରନେସ କାର୍ଯ୍ୟକ୍ରମ

🗂 Local | 🕒 01 Apr 2026, 00:26 IST


ପୁରୀ ୩୧/୩ : ରାଜ୍ୟ ପରିବହନଙ୍କ ତରଫରୁ ରଖାଯାଇଅଛି । ଏଣୁ ଗତ ୨୧ରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ଏନ୍ଫୋର୍ସମେଣ୍ଟ ଏବଂ ଆୱାରନେସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ପୁରୀ ଉତ୍ତରା ଠାରେ ଏନ୍ଫୋର୍ସମେଣ୍ଟ ଏବଂ ଆୱାରନେସ କାର୍ଯ୍ୟକ୍ରମ କରାଯାଇଛି । ଏନ୍ଫୋର୍ସମେଣ୍ଟ ଓ ଆୱାରନେସରେ ଆଞ୍ଚଳିକ ପରିବହନ ଅଧିକାରୀ ସୁସ୍ମିତା ବେହେରା, ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ଦେବାଶିଷ ପଣ୍ଡା, ମୋଟର ଯାନ ନିରୀକ୍ଷକ ବିଭୁ ରଞ୍ଜନ ନାୟକ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଦମୟନ୍ତୀ ମାହାଲି, ଟ୍ରାଫିକ ଇନ୍ସ୍ପେକଟର ସୁଶାନ୍ତ କୁମାର ପାତ୍ର ଉପସ୍ଥିତ ଥିଲେ । ସେହିପରି ପିପିଲି ଥାନାର ଅଧିକାରୀ ମାନେ ମଧ୍ୟ ଏହି ଏନ୍ଫୋର୍ସମେଣ୍ଟ ଏବଂ ସଡ଼କ ସୁରକ୍ଷା ଆୱାରନେସ କାର୍ଯ୍ୟରେ ଯୋଗଦେଇଥିଲେ । ଆଇନ ଉଲଘଂନ କାରୀଙ୍କ ଉପରେ ବିଭିନ୍ନ ପ୍ରକାରର ୩୩ଟି ଚାଲାଣ କରାଯାଇ ଏଥିରେ ୪୭୫୩୭ ଟଙ୍କାର ଜୋରିମାନା କରାଯାଇଅଛି ।

💬 Leave a Comment

🗨️ Approved Comments

No comments yet.

🔗 Share this article: