ସଡ଼କ ଦୁର୍ଘଟଣା, ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର ଓ ତାଙ୍କ ପତ୍ନୀ ଆହତ l - NILACHALA SAMACHAR
Article Image

ସଡ଼କ ଦୁର୍ଘଟଣା, ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର ଓ ତାଙ୍କ ପତ୍ନୀ ଆହତ l

🗂 Local | 🕒 14 May 2025, 02:22 IST

ପୁରୀରେ ଭିଆଇପି ରୋଡ ପିକେଡିଏ ଅଫିସ ଛକ ଠାରେ ସଡ଼କ ଦୁର୍ଘଟଣା, ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର ଓ ତାଙ୍କ ପତ୍ନୀ ଆହତ ହୋଇଛନ୍ତି l ଶ୍ରୀ ମିଶ୍ର ତାଙ୍କ ପତ୍ନୀଙ୍କ ସହ ସ୍କୁଟି ଯୋଗେ ଯାଉଥିବା ବେଳେ ଏକ ବାଇକ ଆସି ଧକ୍କା ହୋଇଥିଲା l ଏଥିରେ ଶ୍ରୀ ମିଶ୍ର ପତ୍ନୀଙ୍କ ସହ ପାଡ଼ି ଆହତ ହୋଇଥିଲେ l ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା l ଘଟଣାଟି ମଙ୍ଗଳବାର ରାତ୍ର ପ୍ରାୟ 10ଟାରେ ଘଟିଥିବା ନେଇ ଜଣାଯାଇଛି

💬 Leave a Comment

🗨️ Approved Comments

No comments yet.

🔗 Share this article: