🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଜଣେ ମୃତ - NILACHALA SAMACHAR
Article Image

ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଜଣେ ମୃତ

🗂 Local | 🕒 14 May 2025, 18:20 IST


ପୁରୀରେ ନରେନ୍ଦ୍ର ପୁଷ୍କରିଣୀରେ ଅଭାବନୀୟ ଘଟଣା । ପୁଷ୍କରିଣୀରେ ବୁଡି ଜଣେ ବ୍ଯକ୍ତି ମୃତ । ଅଗ୍ନିଶମ ବିଭାଗ ଓ କୁମ୍ଭାରପଡା ଥାନା ପୋଲିସ ପକ୍ଷରୁ ମୃତଦେହ ଉଦ୍ଧାର । ବ୍ଯକ୍ତିଙ୍କ ଏପର୍ଯ୍ଯନ୍ତ ମିଳିପାରିନି ପରିଚୟ ।


💬 Leave a Comment

🗨️ Approved Comments

No comments yet.

🔗 Share this article: